Thursday, October 17, 2013

"ସଂଘ"



ଆହାକି ସୁନ୍ଦର ଏ ସଂଘ ଆଙ୍ଗନ
ଏ ସଂଘର ବାସନା ଖାଲି ଚନ୍ଦନ ଚନ୍ଦ୥
ନାହିଁ କାହାରି ଏଠି ପାତର ଅନ୍ତର
ସେଥିପାଇଁ ସଂଘ ଚର୍ଚ୍ଚାର ଆଗର୥
ଅଫିସର ଠୁ ତଳ କର୍ମଚାରୀ
ସମସ୍ତଙ୍କ ପାଇଁ ସଂଘ ଆଶା ଥାଏ ପୁରି୥
ଯାହାକୁ ପଚାରିଲେ ଏ କିପରି ସଂଘ
ଧର୍ଯ୍ୟ ଧରି କାମ କରେ କର୍ମଚାରୀ ଅଙ୍ଗ୥
ସଂଘ ନେତାଙ୍କର ନାହିଁ ଅହଂ ଭାବ
ସେଥିପାଇଁ ସଂଘ ଉନତ୍ତି କରିଣ୥
ତୁମର ଆମର ନାହିଁ ଏଠି ଭାବ ପ୍ରିତି
ସମସ୍ତଙ୍କ ଠାରୁ ଚାହେଁ ସଂଘ ସହମତି୥
ସଂଘର ସମସ୍ତ ଖର୍ଚ୍ଚ ଚଳାଇବା ପାଇଁ
ସମସ୍ତ ସଭ୍ୟଙ୍କୁ ଚାନ୍ଦା ଦେବାକୁ ପଡଇ୥
ସମସ୍ତ ଖର୍ଚ୍ଚର ହିସାବ ସଂଘ ଦେବା ପାଇଁ
ସାଧାରଣ ସଭା ଏଠି ବସେ ଏଥି ପାଇଁ୥
ସମସ୍ତ କଥାକୁ ନଭୁଲିବ କର୍ମଚାରୀ ଭାଇ
ନେସ୍କୋ ଶକ୍ତି କର୍ମଚାରୀ ସଂଘ ନାମ ତା ଅଟଇ୥
                                              ହରିଶ ଚନ୍ଦ୍ର ଦାସ,(ଜେ.ଟି)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ