Thursday, October 17, 2013

ଆମ ପରିବାର



ସ୍ୱର୍ଗ ଠାରୁ ସୁନ୍ଦର ଏଇ ଆମ ଛୋଟ ପରିବାର
ସଭାପତି,ସମ୍ପାଦକଙ୍କ ସ୍ନେହ ଯହିଁ ଥାଏ ନିରନ୍ତର
ସମ୍ପାଦକ ନିରଞ୍ଜନ ପଢିଆରୀ
ଅଟନ୍ତି ଯହିଁ ଦେବତା ଆମର
ସ୍ନେହ,ଦୟା ଅଟେ ଅମୃତ ସମାନ
ସମ୍ପାଦକଙ୍କ କଥା ମାନି ସଦା ଚଳୁଥିବ
ସବୁ ଭୁଲିଯାଇ ତାଙ୍କ ଋଣ ସୁଜୁଥିବ
ଦୂଃଖ ଭୁଲିଜିବୁ ରହି “ମା”ର ପଣତରେ
ସୁଖି ହେବୁ ରହି ଆମେ ଶକ୍ତିର ସଂଘରେ
ତାଙ୍କ ପାଶେ ଥିଲେ ଆମ ତିଳ ନାହିଁ ଡର
ଦୟାର ସାଗର ଆମ ନିରଞ୍ଜନ
ଆମ ପ୍ରାଣଠୁ ନିଜର
ତାଙ୍କ କଥା ମାନି ସଦା ଚାଲିଥିବୁ
ମଠ ନକରି ସଂଘ ସେବା କରି
ଭଲ ମଣିଷ ହୋଇବୁ
ବଡ ହୁଏ ଯିଏ ବି ନର ଆଶିର୍ବାଦ ନେଇ
ଆମେ ତ ଚାକିରୀ ପାଇଲୁ
ବଡ ବାପା ନିରଞ୍ଜନଙ୍କ ପାଇଁ
ବାପା,ମାଙ୍କ ଠାରୁ ବଳି ସ୍ନେହି ନାହିଁ ଜଗତର
ତାଙ୍କୁ ସଦା ପୂଜୁଥିବୁ ଭାବି ଜଗତ ଠାକୁର
ଦୟା ରଖିଥିବୁ ମୋ ପ୍ରତି ହେ ମା, ଭାରତ ମାତା
ସାରା ସଂସାର ରେ ହେବୁ ତୁ ବିଶ୍ୱ ବନ୍ଦିତା


         ଶ୍ରୀ ମୁକେଶ ପ୍ରଧାନ,(ଅସ୍ଥାୟୀ କର୍ମଚାରୀ) 

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ