Skip to main content

Posts

Showing posts with the label ଶ୍ରମ ଆନ୍ଦୋଳନର ଏକ ମୂଖ ପତ୍ର (ଗତ୍ୟ)

ଭାରତରେ ମଇ ୧ କୁ ଶ୍ରମିକ ଦିବସ ରୂପେ ପାଳନ କରିବା କେତେ ଦୂର ଯଥାର୍ଥ ?

ଏମିତି କୁହାଯାଏ ଯେ ସ୍ୱୟଂ ପରମେଶ୍ୱର ହେଉଛନ୍ତି ବିଶ୍ୱର ପ୍ରଥମ ଶ୍ରମିକ ୥ ଯିଏ ନିଜର ଶ୍ରମ ଦ୍ୱାରା ସୃଷ୍ଟିର ରଚନା କରିଛନ୍ତି ୤ ସେହି ଆଦି ଶ୍ରମିକ ଙ୍କ ଦ୍ୱାରା ସଂସାରରେ ସବୁ ପ୍ରକାର ଭୌତିକ ପ୍ରଗତିର ଦାୟିତ୍ୱ ବିଶ୍ୱକର୍ମାଙ୍କୁ ଦିଆଯାଇଥିଲା ୤ ବିଶ୍ୱକର୍ମାଙ୍କୁ ଶିଳ୍ପ ବିଜ୍ଞାନରେ ଆଚାର୍ଯ୍ୟ କୁହାଯାଏ ୤ ସେ ଇନ୍ଦ୍ରଙ୍କ ପାଇଁ ଇନ୍ଦ୍ରଲୋକ,ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରିକା,ଯୁଧିଷ୍ଠିରଙ୍କ ପାଇଁ ହସ୍ତିନାପୁର ତଥା ରାକ୍ଷାସ ମାନଙ୍କ ପାଇଁ ଲଙ୍କା, ଶାସ୍ତ୍ରାଗାର ମଧ୍ୟ ନିର୍ମାଣ କରିଥିଲେ ୤ ବିଶ୍ୱକର୍ମାଙ୍କ ବିଷୟରେ ସ୍କନ୍ଧ ପୁରାଣ,ବାୟୁ ପୁରାଣ,ଭବିଶ୍ୟ ପୁରାଣ,ଅଗ୍ନି ପୁରାଣ,ଶିବ ପୁରାଣ,ହରିବଂଶ ପୁରାଣ ଆଦି ଅନେକ ପ୍ରାଚିନ ଗ୍ରନ୍ଥରେ ତାଙ୍କର ଜନ୍ମ ଓ କାର୍ଯ୍ୟ ବିଷୟ ରେ ଉଲ୍ଲେଖ ଅଛି ୤ ପଦ୍ମ ପୁରାଣ ରେ ବିଶ୍ୱକର୍ମାଙ୍କ ସୁକ୍ତ ବିଷୟରେ କୁହା ଯାଇଛି ୤ ଏହି ସୁକ୍ତ ଗୁଡିକରେ ଭଗବାନ ବିଶ୍ୱକର୍ମା ସମସ୍ତଙ୍କର ଦେବତା ମଧ୍ୟ ଅଟନ୍ତି ୤ ବିଶ୍ୱକର୍ମାଙ୍କ ବିବାହ ପ୍ରହଲ୍ଲାଦ ଙ୍କ ଝିଅ ରଚନାଙ୍କ ସହିତ ହୋଇଥିଲା ୤ ତାଙ୍କର ପ୍ରଥମ ପୂତ୍ରର ମୃତ୍ୟୁ ପରେ ବିଶ୍ୱକର୍ମା ପୂତ୍ର ପ୍ରାପ୍ତି ପାଇଁ କଠୋର ତପସ୍ୟା (ବ୍ରତ) କଲେ ୤ ଫଳ ସ୍ୱରୂପ ବୃତ୍ତଙ୍କ ଜନ୍ମ ହେଲା ୤ ସେ ଜଣେ ଶ୍ରେଷ୍ଠ ଯୋଦ୍ଧା ଓ ସାହସୀ ଥିଲେ ୤ ଦେବତା ମାନେ ତାଙ୍କୁ ଡରୁଥିଲେ ୤ ତା”ର ଆତଙ୍କ ରେ ଭୟଭିତ ହୋଇ ଦେବତା ଗଣ ତା”ର ସଂହାର କଥା ଚିନ...

"ଏକତା ଠାରୁ ବଡଶକ୍ତି କିଛି ନାହିଁ"

ନେସ୍କୋ ଶକ୍ତି କର୍ମଚାରୀ ସଂଘ ବାଲେଶ୍ୱର ଜିଲ୍ଲାରୁ ଉତ୍ପତି ଏବଂ ଏହାର ମୂଖ୍ୟ କାର୍ଯ୍ୟାଳୟ ହୋଇଥିବାରୁ୤ ଏହା ଆମ ୟୁନିୟନ ର ଗର୍ବ ଓ ଗୌରବର ବିଷୟ ୤ କାରଣ ଏହି ମାଟି ଦେଶର ସ୍ୱାଧିନତା ସଂଗ୍ରାମରେ ରକ୍ତତୀର୍ଥ ଇରମ ସହିଦ ସ୍ମୃତିପିଠ , ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଇଞ୍ଚୁଡିରେ ଲବଣ ସତ୍ୟାଗ୍ରହ , ଭାରତୀୟ ମାନଙ୍କର ସ୍ୱାଧିନତା ଆନ୍ଦୋଳନର କଥା କହେ ୤ ବିଶେଷ କରି ମହାପୁରୁଷ , ବ୍ୟାସକବି ଫକିର ମୋହନ ସେନାପତି ଙ୍କ ଲେଖା ଓଡିଆ ଜାତି ପ୍ରୀତି ହୃଦୟରେ ଆନ୍ଦୋଳନ ସୃଷ୍ଟି କରେ ୤ ଏବର ପିଲା ସବୁ ଇଂରାଜୀ ପଢୁଆ ୤ ଓଡିଆ କହିଲେ ତାଙ୍କୁ ଲାଗେ ଅଡୁଆ ୤ ଏହି ଦୃଷ୍ଟିରୁ ଆମ୍ଭ ୟୁମିୟନର ଶ୍ରମିକ , କର୍ମଚାରୀ ଫକିର ମୋହନ ସେନାପତି ଙ୍କ ଆଦର୍ଶ କୁ ପାଥେୟ କରି ବିଦ୍ୟୁତ କ୍ଷେତ୍ରରେ ଜଡିତ ଭାଇ ଓ ଭଉଣୀ ମାନଙ୍କୁ ଜାତୀୟତା ମୂଲ୍ୟବୋଧ , ଏକତା ମାଧ୍ୟମରେ ସଂଗ୍ରାମ କରିବାକୁ ଦିଗ୍‌ଦର୍ଶନ ଦେବ ୤ ଆମ ସଂଘ ବହୁ ଘାତ ପ୍ରତିଘାତ ମଧ୍ୟରେ ଗତିକରି ଶ୍ରମିକ/କର୍ମଚାରୀ ମାନଙ୍କର  ଅନେକ ନ୍ୟାର୍ଯ୍ୟଦାବି ହାସଲ କରିପାରିଛି ୤ ଏହା ଆମ ନେସ୍କୋର ସର୍ବ ବୃହତ ଶ୍ରମିକ ସଂଗଠନ ୤ ଆମ ସଂଘ ସତ୍ୟ , ନ୍ୟାୟ , ଏକତା , ଅହିଂସା ଓ ଜାତୀୟତା ମୂଲ୍ୟବୋଧକୁ ବିଶ୍ୱାସ କରେ ୤ କିନ୍ତୁ ୧୯୯୯ ମସିହାରେ ସରକାର ବିଦ୍ୟୁତ ବୋର୍ଡକୁ ଘୋରଇ କରଣ କଲେ ୤ କମ୍ପାନୀ ବୋର୍ଡକୁ ୪ ଗୋଟି ଯୋନରେ ବିଭକ୍ତ କଲେ ୤ ତାହାଦ୍ୱାରା କର୍ମଚାରୀ ମାନେ ୪ ...

NEED OF ELECTRICITY

Scientific inventims have made this world worth living . They have provided us with various means of comforts and luxuries . Electricity is one of the best among them . There is no walk of life in which electricity is not used in this days . This is an industrial age . The use of big and heavy machines have increased the production of goods . But the machines work economically only with the help of electricity . In our country we find flour mills , crushers , saw mills etc. functioning with electricity . Thus electric power has not only brought light to our homes but to our minds also . We have given some of the most common uses of electricity > The description of its utility in our daily life is unending. Electricity comes an integral part of peoples live from the moment they use it . As long as electricity is available, nobody really thinks of it that much . The importance of electricity will only be realized if the power goes out . So electricity in this age is being treate...