Skip to main content

Posts

Showing posts with the label ଶ୍ରମ ଆନ୍ଦୋଳନ ର ଏକ ମୂଖ ପତ୍ର (ଶୁଭେଚ୍ଛୁ ବାର୍ତ୍ତା)

ବିଧାୟକ ନିଳଗିରି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ପଦେ...........

ନେସ୍କୋ ଏମ୍ପ୍ଲୋଇଜ୍‌ ଏବଂ ୱାର୍କର୍ସ ସଂଘର ସଂପାଦକଙ୍କ ପଦେ............

ନେସ୍କୋ ଶକ୍ତି କର୍ମଚାରୀ ସଂଘ ତାର ବାର୍ଷିକ ଅଧିବେଶନ ଆଗାମୀ ତା୧୮ ଓ ୧୯ ମଇ ୨୦୧୨ ରିଖରେ ପାଳନ କରିବାକୁ ଯାଉଛି ୤ ଏହି ପରିପ୍ରେକ୍ଷୀରେ ଏହାର ସମସ୍ତ ପଦାଧିକାରୀ ଏବଂ ସଭ୍ୟ ମାନଙ୍କୁ ମୁଁ ଏବଂ ମୋ ସଂଘର ସମସ୍ତ ସଭ୍ୟଙ୍କ ତରଫରୁ ସଂଗ୍ରାମୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ୤ ବିଗତ ବର୍ଷରେ ଉକ୍ତ ସଂଘ ନେସ୍କୋ ତଥା ଓଡିଶା ଏବଂ ଭାରତ ରେ ଯେଉଁ ଭଳି ଭାବେ ନିଜର ବଳିଷ୍ଠ ନେତୃତ୍ୱ ମାଧ୍ୟମରେ କର୍ମଚାରୀ , ଗ୍ରାହକ ଓ କର୍ତ୍ତୃପକ୍ଷଙ୍କ ଠାରେ ନିଜକୁ ପ୍ରତିପାଦନ କରିବା ସହ ସାଂଗଠନିକ ଗୁରୁତ୍ୱ ଲାଭ କରି ପାରିଛି , ତାହା ଆଗାମୀ ଦିନ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ୤ ନିମାଇଁ ଚରଣ ରାଉତ ରାଏ,ସମ୍ପାଦକ, ନେସ୍କୋ ଏମ୍ପ୍ଲୋଇଜ୍‌ ଏବଂ ୱାର୍କର୍ସ ସଂଘ