Skip to main content

ନେସ୍କୋ ଏମ୍ପ୍ଲୋଇଜ୍‌ ଏବଂ ୱାର୍କର୍ସ ସଂଘର ସଂପାଦକଙ୍କ ପଦେ............



ନେସ୍କୋ ଶକ୍ତି କର୍ମଚାରୀ ସଂଘ ତାର ବାର୍ଷିକ ଅଧିବେଶନ ଆଗାମୀ ତା୧୮ ଓ ୧୯ ମଇ ୨୦୧୨ ରିଖରେ ପାଳନ କରିବାକୁ ଯାଉଛି ୤ ଏହି ପରିପ୍ରେକ୍ଷୀରେ ଏହାର ସମସ୍ତ ପଦାଧିକାରୀ ଏବଂ ସଭ୍ୟ ମାନଙ୍କୁ ମୁଁ ଏବଂ ମୋ ସଂଘର ସମସ୍ତ ସଭ୍ୟଙ୍କ ତରଫରୁ ସଂଗ୍ରାମୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ୤ ବିଗତ ବର୍ଷରେ ଉକ୍ତ ସଂଘ ନେସ୍କୋ ତଥା ଓଡିଶା ଏବଂ ଭାରତ ରେ ଯେଉଁ ଭଳି ଭାବେ ନିଜର ବଳିଷ୍ଠ ନେତୃତ୍ୱ ମାଧ୍ୟମରେ କର୍ମଚାରୀ , ଗ୍ରାହକ ଓ କର୍ତ୍ତୃପକ୍ଷଙ୍କ ଠାରେ ନିଜକୁ ପ୍ରତିପାଦନ କରିବା ସହ ସାଂଗଠନିକ ଗୁରୁତ୍ୱ ଲାଭ କରି ପାରିଛି , ତାହା ଆଗାମୀ ଦିନ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ୤

ନିମାଇଁ ଚରଣ ରାଉତ ରାଏ,ସମ୍ପାଦକ, ନେସ୍କୋ ଏମ୍ପ୍ଲୋଇଜ୍‌ ଏବଂ ୱାର୍କର୍ସ ସଂଘ

POPULAR POSTS

ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫

ବିଶ୍ଵକର୍ମା ଜୟନ୍ତୀ ( ରାଷ୍ଟ୍ରୀୟ ଶ୍ରମିକ ଦିବସ )