Skip to main content

ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି



 


ଆଜି ଏକ ଐତିହାସିକ ଦିନରେ ଶୋଭାରମ୍ପୂର୍ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ବୈଠକ ଆୟୋଜନ କରାଯାଇ ପୂର୍ବ ତା ୧୩/୦୯/୨୦୨୫ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପାରିତ ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି ଦିଆଯାଇ ଆଜିର ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ  ପୂର୍ବ କାର୍ଯ୍ୟ ନିର୍ବାହୀ ପଦ ପଦବୀ ଗୁଡ଼ିକୁ ଭଙ୍ଗା ଯାଇ ନୂତନ ପଦବୀ ଚୟନ କରାଗଲା।ସଭାପତି ଭାବେ ଶ୍ରୀଯୁକ୍ତ Kandra soren ମହୋ ଦୟଙ୍କୁ, ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଉମାକାନ୍ତ ପଢିଆରି,କାର୍ଯ୍ୟକାରିଣୀ ସଭାପତି - ଶିବ ନାରାୟଣ ଗିରି, ଉପସଭାପତି ଯୁଗ୍ମ ଏକାଦଶ ବେହେରା,ସୁକୁମାର ଦେ, ଉପ ସାଧାରଣ ସମ୍ପାଦକ ପ୍ରଦୀପ ଜେନା, ସହକାରୀ ସଂପାଦକ ଯୁଗ୍ମ -ପ୍ରଣବ ମହାପାତ୍ର ଓ ସୁଶାନ୍ତ ପ୍ରଧାନ,ସାଙ୍ଗ ଠାନିକ ସମ୍ପାଦକ -ଶୁଭେନ୍ଦୁ ସୂର୍ଯ୍ୟ ନାରାୟଣ ବେହେରା,ଅଜୟ ପଢିଆରୀ,କାହୁଁ ଚରଣ ପ୍ରଧାନ, ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ -ବିଷ୍ଣୁପଦ ମିଶ୍ର,କାର୍ଯ୍ୟାଳୟ ସମ୍ପାଦକ -ତନୟ ପଢି ହାରି,BED divison ପାଇଁ କମଳ ଲୋଚନ ସାହୁ,CED divison ପାଇଁ ବଳଭଦ୍ର ଗିରି, ଜଳେଶ୍ବର divison ପାଇଁ ପ୍ରଦୀପ ଜେନା, ବସ୍ତା divison ପାଇଁ ନିଗମା ନନ୍ଦ ଗିରି, ସୋରୋ divison ପାଇଁ ସୁକାନ୍ତ ପାଢ଼ୀ, ଉଦଳା divson ପାଇଁ ସୁକୁମାର ଗନ୍ତାୟତ,ଷ୍ଟୋର divison ପାଇଁ ଦୀପକ କୁମାର ମହାନ୍ତି ଆଦି divsonal ସେକ୍ରେଟାରୀ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଅଛି ।



POPULAR POSTS

Happy New Year 2025

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"