Skip to main content

Posts

ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

 ଓଡିଶା ବିଧାନସଭା ର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଏବଂ shakti karmchari sangha ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା  । Heartiest congratulations and best wishes to Shri Govind Chandra Das, the official Deputy Chief Vigilant of Odisha Assembly, Remuna MLA and former President of Shakti Karmchari Sangha, on his birthday. ଓଡିଶା ବିଧାନସଭା ର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଏବଂ shakti karmchari sangha ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ଅବସର ରେ ରେମୁଣା ବିଜେପି କାର୍ଯ୍ୟାଳୟ ରେ ସଙ୍ଘର ସଦସ୍ୟଙ୍କ ଦ୍ଵାରା ରକ୍ତ ଦାନ।

Happy New Year 2025

  May the divine grace of Lord Ganesh remove all obstacles from your path and fill your life with joy and prosperity.

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"

ଆମେ ଓଡିଶା ବିଦ୍ୟୁତ ବିଭାଗ ଦ୍ୱାରା କର୍ମଚାରୀ ପ୍ରତିନିଧିତ୍ୱ ବିନା ଗଠିତ ଅପରାଧୀୟ କମିଟି ପ୍ରତି ମର୍ମାହିତ ଓ କ୍ରୋଧିତ ହୋଇଛୁ। ଏହା କର୍ମଚାରୀଙ୍କ ଅଧିକାର ପ୍ରତି ମୁଣ୍ଡ ଫେରାଇବାର ଏକ ସ୍ପଷ୍ଟ ଉଦାହରଣ ଓ ପ୍ରଶାସନିକ ଦୋଷାଚାରର ଏକ ଦୃଷ୍ଟାନ୍ତ। କର୍ମଚାରୀଙ୍କ ପାଇଁ କ୍ୟାଡର ପୁନର୍ବ୍ୟବସ୍ଥାପନକୁ ତିବ୍ର ଗତିରେ ଅମଲ କରାଯିବା ଏବଂ କର୍ମଚାରୀଙ୍କ ଦୀର୍ଘ ଦିନର ଦାବିଗୁଡ଼ିକୁ ଅବହେଳା କରିବା ରେ ଜଣାଯାଉଛି ଯେ, ଏହା ପ୍ରଶାସନିକ ଅସମାନତା ଓ ଅନ୍ୟାୟ ପ୍ରବୃତ୍ତିର ଏକ ସ୍ପଷ୍ଟ ଦୃଷ୍ଟାନ୍ତ।     ଆମେ ଏହି ଅସାମାଜିକ କାର୍ଯ୍ୟାନୁଷ୍ଠାନ ଓ କର୍ମଚାରୀଙ୍କ ଅଧିକାର ପ୍ରତି ହୋଇଥିବା ଅପମାନରେ ସପ୍ରତିଷ୍ଠ ନିନ୍ଦା କରୁଛୁ। ଅନ୍ୟଥା, ଆମେ ଏହା ସପ୍ଷଟ କରୁଛୁ ଯେ, OPTCL ଫର୍ମୁଲା କୁ ମାନିବାରେ ଅସମ୍ମତି କରିବା ଯେକୌଣସି କାର୍ଯ୍ୟ ଓଡିଶା ପାୱାର ସେକ୍ଟର ରିଫର୍ମ୍ସ ଆକ୍ଟର ଘୋର ଉଲ୍ଲଂଘନର ଅର୍ଥ ରଖିଥାଏ, ଯାହା ଏହି ଆଇନଗତ ପ୍ରାତିଷ୍ଠାର ମୂଳ ଢାଞ୍ଚା କୁ। କମ୍ପ୍ରୋରମାଇଜ୍ କରେ।     ଯାହାର ପ୍ରତିବାଦରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଶାଳ ଗଣ ଧାରଣା।

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

 ଗତ 20-12-24 ଶକ୍ତି କର୍ମଚାରୀ ସଂଘର ସାଧାରଣ ସଂପାଦକ ଶ୍ରୀ ଅନ୍ତ୍ୟର୍ୟାମି ମହାପାତ୍ର ଜଳେଶ୍ୱର ଡିଭିଜନ   ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ shyam  power  jls (MMG) ରେ କାର୍ଯ୍ୟ ରତ ଠିକା କର୍ମଚାରୀ  ମାନଂକୁ  ନେଇ  ଚାଲିଥିବା ଧାରଣା ର ସୁ  ସମାଧାନ  କରା ଯାଇ ଅଛି, ଉକ୍ତ ବୈଠକ ରେ SE Bls.,EE jls,DM shyam  power  jls  ଏବଂ  ଡିଭିଜନ ସେକ୍ରେଟାରୀ  ପ୍ରଦୀପ ଜେନା, ଓ ଅନ୍ୟ ନେତୃବୃନ୍ଦ  ଉପସ୍ଥିତ ରହି   MMG ପିଲା ମାନଙ୍କ  ଦରମା ଓ  ଅନ୍ୟାନ ଅସୁବିଧା ର   ସୁ ସମାଧାନ ର  ପ୍ରତିସୃତି ମିଳିବାରୁ ଧାରଣା ବନ୍ଦ  କରାଯାଇ ଥିଲା। ଫଳ ସ୍ୱରୂପ ଆଜି ସମସ୍ତ MMG କର୍ମଚାରୀ ଦରମା ପାଇଯାଇଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା chitaranjan samal,Dinesh mohanty, satyabrata Behera, Aditya das, sanjit Malik, jatindra parida, chakradhar Jena,ପ୍ରମୁଖ ଧନ୍ୟବାଦ୍ ଜଣାଇଛନ୍ତି।

ସୌଜନ୍ୟ ମୂଳକ ସାକ୍ଷାତ........

  ୧୬/୧୨/୨୦୨୪ ରିଖ TPNODL କର୍ତୁପକ୍ଷ ଙ୍କ ସହିତ ଶକ୍ତି ସଂଘର ବିଭିନ୍ନ କର୍ମକର୍ତ୍ତା ସମେତ ନୂତନ କରି ହୋଇଥିବା ସ୍ଥାୟୀ ସଭାପତି ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ୍ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ।

ମିଳିଲା କ୍ଷତିପୂରଣ.....

ଶେଷରେ ମିଳିଲା କ୍ଷତିପୂରଣ, ପରିବାରର ଜଣକୁ ଚାକିରୀ ଏବଂ ଅନୁକମ୍ପା ରାଶି ଟଙ୍କା ୩,୫୦,୦୦୦.୦୦ ________

ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL ......

  ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL କର୍ତୁପକ୍ଷ