Skip to main content

Posts

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫

Recent posts

ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି

  ଆଜି ଏକ ଐତିହାସିକ ଦିନରେ ଶୋଭାରମ୍ପୂର୍ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ବୈଠକ ଆୟୋଜନ କରାଯାଇ ପୂର୍ବ ତା ୧୩/୦୯/୨୦୨୫ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପାରିତ ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି ଦିଆଯାଇ ଆଜିର ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ  ପୂର୍ବ କାର୍ଯ୍ୟ ନିର୍ବାହୀ ପଦ ପଦବୀ ଗୁଡ଼ିକୁ ଭଙ୍ଗା ଯାଇ ନୂତନ ପଦବୀ ଚୟନ କରାଗଲା।ସଭାପତି ଭାବେ ଶ୍ରୀଯୁକ୍ତ Kandra soren ମହୋ ଦୟଙ୍କୁ, ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଉମାକାନ୍ତ ପଢିଆରି,କାର୍ଯ୍ୟକାରିଣୀ ସଭାପତି - ଶିବ ନାରାୟଣ ଗିରି, ଉପସଭାପତି ଯୁଗ୍ମ ଏକାଦଶ ବେହେରା,ସୁକୁମାର ଦେ, ଉପ ସାଧାରଣ ସମ୍ପାଦକ ପ୍ରଦୀପ ଜେନା, ସହକାରୀ ସଂପାଦକ ଯୁଗ୍ମ -ପ୍ରଣବ ମହାପାତ୍ର ଓ ସୁଶାନ୍ତ ପ୍ରଧାନ,ସାଙ୍ଗ ଠାନିକ ସମ୍ପାଦକ -ଶୁଭେନ୍ଦୁ ସୂର୍ଯ୍ୟ ନାରାୟଣ ବେହେରା,ଅଜୟ ପଢିଆରୀ,କାହୁଁ ଚରଣ ପ୍ରଧାନ, ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ -ବିଷ୍ଣୁପଦ ମିଶ୍ର,କାର୍ଯ୍ୟାଳୟ ସମ୍ପାଦକ -ତନୟ ପଢି ହାରି,BED divison ପାଇଁ କମଳ ଲୋଚନ ସାହୁ,CED divison ପାଇଁ ବଳଭଦ୍ର ଗିରି, ଜଳେଶ୍ବର divison ପାଇଁ ପ୍ରଦୀପ ଜେନା, ବସ୍ତା divison ପାଇଁ ନିଗମା ନନ୍ଦ ଗିରି, ସୋରୋ divison ପାଇଁ ସୁକାନ୍ତ ପାଢ଼ୀ, ଉଦଳା divson ପାଇଁ ସୁକୁମାର ଗନ୍ତାୟତ,ଷ୍ଟୋର d...

ବିଶ୍ଵକର୍ମା ଜୟନ୍ତୀ ( ରାଷ୍ଟ୍ରୀୟ ଶ୍ରମିକ ଦିବସ )

ବିଶ୍ଵକର୍ମା ଦିବସ କାରିଗର, ଶ୍ରମିକ, ଯନ୍ତ୍ରପାତି ଓ ପ୍ରୌଦ୍ୟୋଗିକୀକୁ ସମ୍ମାନ କରିବାର ପର୍ବ। ଏହା ଭଗବାନ ବିଶ୍ଵକର୍ମାଙ୍କ ସ୍ମୃତିରେ ପାଳନ କରାଯାଏ, ଯିଏକି ସ୍ଥପତି, ଶିଳ୍ପୀ ଓ ସୃଷ୍ଟିର ଦେବତା । ପ୍ରମୁଖ ବିଷୟବସ୍ତୁ: 1. ଶ୍ରମର ସମ୍ମାନ – ମଜଦୁର, କାରିଗର, ଇଞ୍ଜିନିୟର ଓ ଶ୍ରମଜୀବୀମାନଙ୍କୁ ସମ୍ମାନ ଦେବା। 2. ତନ୍ତ୍ର-ଯନ୍ତ୍ରର ପୂଜା – କାରଖାନା, ଯନ୍ତ୍ର, ଯାନବାହନ ଓ ଉପକରଣକୁ ପବିତ୍ର କରିବା। 3. ନବ ସୃଷ୍ଟିର ପ୍ରେରଣା – କାର୍ଯ୍ୟକୁ ନୂଆ ଦୃଷ୍ଟିରେ ଆରମ୍ଭ କରିବା, ସୃଜନଶୀଳତାକୁ ପ୍ରୋତ୍ସାହନ। 4. ସାମୂହିକ ସମ୍ମିଳନ – କାର୍ଯ୍ୟସ୍ଥଳରେ ସମସ୍ତଙ୍କୁ ଏକତ୍ର କରି, ସହଯୋଗରେ କାମ କରିବା। 5. ସୁରକ୍ଷା ଓ କାର୍ଯ୍ୟଦକ୍ଷତା – କାମରେ ସୁରକ୍ଷାବଳୀ ରକ୍ଷା କରିବା, ଶିଳ୍ପରେ କୁଶଳତାକୁ ବୃଦ୍ଧି କରିବା। ପ୍ରଚଳିତ ସ୍ଲୋଗାନ / ପରିଚୟ:   “ଶ୍ରମୀକ ହିଁ ଦେଶର ଶକ୍ତି।” “ବିଶ୍ଵକର୍ମାଙ୍କ ପୂଜା – ଶ୍ରମ, ସୃଷ୍ଟି ଓ ପ୍ରଗତିର ପ୍ରତୀକ।” “ଯନ୍ତ୍ର ଓ ଶ୍ରମର ସମ୍ମାନ – ସମୃଦ୍ଧିର ପଥ।”

ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ସଭା

                                        ଜଳେଶ୍ଵର ତା ୦୩/୦୩/୨୦୨୫ ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଏକ ସାଧାରଣ ସଭା ୫୦୦ରୁ ଉର୍ଦ୍ଧ ଶ୍ରମିକ /କର୍ମଚାରୀ ମାନଙ୍କର ଜଳେଶ୍ଵର ର ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଜେନା ଙ୍କ ଆହ୍ଵାନ କ୍ରମେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସଭାପତିତ୍ବରେ ଜଳେଶ୍ଵର ମଞ୍ଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ଶ୍ରମିକ ମାନଙ୍କର ବିଭିନ୍ନ ଦାବି ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ଆଗାମୀ ଦିନ ପାଇଁ ସଂଘ ତରଫରୁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ସଂଘର ଉପଦେଷ୍ଟା ତଥା ରାଜ୍ୟ ସରକାରଙ୍କର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମହୋଦୟ ଉପସ୍ଥିତ ରହି ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାରଙ୍କ ତରଫରୁ କିଭଳି ସମାଧାନ କରାଯାଇ ପାରିବ ତା ପ୍ରତି ମଧ୍ଯ ଧ୍ୟାନ ଦେବେବୋଲି  ବକ୍ତବ୍ୟ ରଖିଥିଲେ । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଡ଼ା ମହୋଦୟ ଶ୍ରମିକ ମାନଙ୍କ ଦାବି ଗୁଡ଼ିକ ର ଆଶୁସମାଧାନ ନିମନ୍ତେ TPNODL ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟ ପନ୍ତା ସ୍ଥିର କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ତରଫ...

Happy 76th Republic Day

"Freedom in mind, faith in words, pride in our hearts, and memories in our souls. Let us celebrate the spirit of a united and proud India. Happy 76th Republic Day!"  

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ 

Wishing you a very happy Makar Sankranti 2025

        Wishing you a very happy Makar Sankranti 2025 with happiness and prosperity for your family. Makara Sankranti is a prominent Hindu festival celebrated across India and Nepal, marking the transition of the Sun into the zodiac sign of Makara (Capricorn). This event signifies the beginning of longer days and is considered the arrival of the harvest season. Typically falling on January 14th or 15th, it is celebrated with regional variations, reflecting local traditions and cultures. Key Features of Makara Sankranti: Spiritual Significance : It symbolizes new beginnings, prosperity, and the end of winter solstice. Devotees take holy dips in rivers like the Ganges, Yamuna, or Godavari to cleanse their sins and seek blessings. Harvest Celebration : As an agrarian festival, it is associated with gratitude for a bountiful harvest. Farmers rejoice as it marks the end of the Rabi crop season. Cultural Variations : In Tamil Nadu , it is celebrated as Pongal , with ...