Skip to main content

ବିଦ୍ୟୁତ କର୍ମଚାରୀଙ୍କ ଦରମା ବଢିଲା


ବାଲେଶ୍ୱର,୨୫/୧୦(ବ୍ୟୁରୋ) :- ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ର ଦାବିକୁ ନେଇ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋଭ ଓ ଗଣ ଧାରଣା ପରେ ପ୍ରଦାନ କରାଯାଇଥିବା ଏକ ସ୍ମାରକ ପତ୍ର କୁ ସରକାର ବିଚାର କରି ବିଦ୍ୟୁତ କର୍ମଚାରୀ ଙ୍କ ଦରମା କୁ ୨୦୧୦ ଏପ୍ରିଲ ପହିଲାରୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ୤ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ସରକାର,ଗ୍ରୀଡକୋ ତଥା ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରାଯାଇଛି  

ସମାଜ,୨୬/୧୦/୨୦୧୩

POPULAR POSTS

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

Happy New Year 2025

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"