Skip to main content

ମତଦାନ କେନ୍ଦ୍ର ନିକଟରେ ଆମ୍ଭ ସଂଗଠନ ଦ୍ଵାରା ଜଳ ଛତ୍ର ........

 ମତଦାନ  କେନ୍ଦ୍ର ନିକଟରେ ଆମ୍ଭ ସଂଗଠନ ଦ୍ଵାରା ଜଳ ଛତ୍ର ........

" ଜଳ ହିଁ ଜୀବନ "

"SAVE WATER  # SAVE  LIFE"







ଆଜି ଏ ପ୍ରବଳ ଖରା ଏବଂ ଗୁଳୁଗୁଳି କୁ ଖାତିର୍ ନକରି ଯେଉଁ ନାଗରିକ ମାନେ ନିଜର ବହୁ ମୂଲ୍ୟବାନ ସମୟ ନଷ୍ଟ କରି ଦେଶ ପାଇଁ ନିଜର ବହୁ ମୂଲ୍ୟ ମତଦାନ ସାବ୍ୟସ୍ତ କରିଥିବାରୁ ତାଙ୍କୁ ବହୁତ୍  ବହୁତ୍ ଧନ୍ୟବାଦ .................